SharePlay ଏବଂ ସ୍କ୍ରୀନ୍ ଶେୟର୍ କରିବା ପାଇଁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ଯକତା

  • iOS 15.1 ସହିତ iPhone

  • iPadOS 15.1 ସହିତ iPad

  • macOS 12.1 ସହିତ Mac

  • tvOS 15.1 ସହିତ Apple TV

iOS 15.4, iPadOS 15.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା ଡିଭାଇସ୍‌ରେ, ଆପଣ ମ୍ଯୂଜିକ୍‌ ଆପ୍ (କିମ୍ବା ଅନ୍ଯ ସମର୍ଥିତ ମ୍ଯୂଜିକ୍‌ ଆପ୍) କିମ୍ବା Apple TV ଆପ୍ (କିମ୍ବା ଅନ୍ଯ ସମର୍ଥିତ ଭିଡିଓ ଆପ୍)ରେ FaceTime କଲ୍ ଆରମ୍ଭ କରିପାରିବେ ଏବଂ ଅନ୍ଯମାନେ କଲ୍‌ରେ ଥିବାବେଳେ ମ୍ଯୂଜିକ୍‌ କିମ୍ବା ଭିଡିଓ କଣ୍ଟେଣ୍ଟ୍ ଶେୟର୍ କରିବା ପାଇଁ SharePlay ବ୍ଯବହାର କରିପାରିବେ।