AirDrop ପାଇଁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ଯକତା

  • iOS 7

  • iPadOS 13

  • OS X 10.10

“କେବଳ କଣ୍ଟାକ୍ଟ” ପାଇଁ ସର୍ବନିମ୍ନ ଆବଶ୍ଯକତା

  • iOS 10

  • iPadOS 13

  • macOS 10.12

“10 ମିନିଟ୍ ପାଇଁ ସମସ୍ତେ” ପାଇଁ ସର୍ବନିମ୍ନ ଆବଶ୍ଯକତା

  • iOS 16.2

  • iPadOS 16.2

ଧ‍୍ୟାନ ଦିଅନ୍ତୁ: iOS ଏବଂ iPadOSର ପୂର୍ବବର୍ତ୍ତୀ ଭର୍ଶନ୍‌ରେ, ସେହି ବିକଳ୍ପକୁ “ସମସ୍ତେ” କୁହାଯାଏ। ଯଦି ଆପଣଙ୍କ ଡିଭାଇସ୍‌ର ଏକ ପୂର୍ବବର୍ତ୍ତୀ ଭର୍ଶନ୍ ଅଛି ଏବଂ AirDrop “କେବଳ କଣ୍ଟାକ୍ଟ୍‌”ରେ ସେଟ୍ ହୋଇଛି, ତେବେ AirDrop ଦ୍ୱାରା ଆଇଟମ୍ ପ୍ରାପ୍ତ କରିବା ପାଇଁ କଣ୍ଟ୍ରୋଲ୍ ସେଣ୍ଟର୍‌କୁ ଯାଆନ୍ତୁ ଏବଂ “ସମସ୍ତେ” ଚୟନ କରନ୍ତୁ। ଯେତେବେଳେ ଆପଣ AirDrop ବ୍ଯବହାର କରୁନାହାନ୍ତି, ଆପଣ ଏହି ବିକଳ୍ପକୁ ଅଚୟନ କରିପାରିବେ।