Handoff ଚାଲୁ କରନ୍ତୁ
ଏକ iPhone କିମ୍ବା iPadରେ: ସେଟିଂସ୍
> ସାଧାରଣ > AirPlay ଓ କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ Handoff ଚାଲୁ କରନ୍ତୁ।
macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା Macରେ: Apple ମେନ୍ଯୁ
> ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍ ବାର୍ରେ ଥିବା “ସାଧାରଣ” ଉପରେ କ୍ଲିକ୍ କରନ୍ତୁ, “AirDrop ଏବଂ Handoff” ଉପରେ କ୍ଲିକ୍ କରନ୍ତୁ, ତା’ପରେ “ଏହି Mac ଏବଂ ଆପଣଙ୍କ iCloud ଡିଭାଇସ୍ ମଧ୍ଯରେ Handoffକୁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ।
macOS 12.5 ଥିବା Mac କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍ରେ: Apple ମେନ୍ଯୁ
> ସିଷ୍ଟମ୍ ପ୍ରାଥମିକତା ବାଛନ୍ତୁ, “ସାଧାରଣ” ଉପରେ କ୍ଲିକ୍ କରନ୍ତୁ, ତା’ପରେ “ଏହି Mac ଏବଂ ଆପଣଙ୍କ iCloud ଡିଭାଇସ୍ ମଧ୍ଯରେ Handoffକୁ ଅନୁମତି ଦିଅନ୍ତୁ” ଚୟନ କରନ୍ତୁ।