କୋଲାବରେଟିଭ୍ ପ୍ଲେଲିଷ୍ଟ୍
କୋଲାବରେଟ୍ କରିବା ପାଇଁ ଅନ୍ଯମାନଙ୍କ ସହିତ ଶେୟର୍ କରାଯାଇଥିବା ମିଡିଆର ଏକ ସଂଗ୍ରହ (ଯେପରିକି ଗୀତ କିମ୍ବା ଭିଡିଓ)। ଯେଉଁ ବ୍ଯକ୍ତି ପ୍ଲେଲିଷ୍ଟ୍ ତିଆରି ଏବଂ ଶେୟର୍ କରନ୍ତି, ତାଙ୍କୁ ମାଲିକ କୁହାଯାଏ। ସମସ୍ତେ ପ୍ଲେଲିଷ୍ଟ୍ରେ ମ୍ଯୁଜିକ୍ ଯୋଡ଼ିପାରିବେ, କାଢ଼ି ପାରିବେ ଏବଂ ପୁଣି କ୍ରମରେ ସଜାଇ ପାରିବେ ଏବଂ ଗୀତକୁ ଇମୋଜି ମାଧ୍ୟମରେ ପ୍ରତିକ୍ରୟା ଦେଇପାରିବେ।