“ଖୋଜାଖୋଜି” ନେଟ୍ୱର୍କ୍କୁ ସମର୍ଥନ କରୁଥିବା AirPods
AirPods 3
AirPods 4 (ଉଭୟ ମଡେଲ୍)
AirPods Pro (ସମସ୍ତ ଜେନେରେଶନ୍)
AirPods Max
ଆପଣଙ୍କ AirPods ପାଇଁ “ଖୋଜାଖୋଜି ନେଟ୍ୱର୍କ୍” କିପରି ଚାଲୁ କରିବେ ସେ ବିଷୟରେ ଅଧିକ ସୂଚନା ପାଇଁ AirPods ୟୁଜର୍ ଗାଇଡ୍ରେ ଖୋଜାଖୋଜି ନେଟ୍ୱର୍କ୍” ଚାଲୁ କରନ୍ତୁ।